ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଛୋଟ ଛୋଟ କୋଠରି
ಉದಾಹರಣೆ : ଆମର ପୁରୁଣା ରୋଷେଇ ଘରରେ ପାଞ୍ଚଟି ଥାକ ଥିଲା
ಸಮಾನಾರ್ಥಕ : କୋଠରି, ଥାକ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
छोटा कमरा।
Any small compartment.
ಅರ್ಥ : ଘେରକରି ତିଆରି କରାଯାଇଥିବା ଏକ ପ୍ରକାର ଛୋଟ ଦୋକାନ
ಉದಾಹರಣೆ : ସେ ପ୍ରତିଦିନ ଚା ପିଇବାପାଇଁ ଏହି ଖୋଲିକୁ ଆସେ
ಸಮಾನಾರ್ಥಕ : ଗୁମୁଟି
घेरकर बनाई गई एक प्रकार की छोटी दूकान।
Small area set off by walls for special use.
ಅರ್ಥ : ଗୋଟିଏ ବଖରା ଭିତରେ ଆଉ ଏକ ଛୋଟ ବଖରା
ಉದಾಹರಣೆ : ବମ୍ବେରେ ବହୁତ ଲୋକ ଖୋଲିରେ ଜୀବନଯାପନ କରୁଛନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
एक कमरे का छोटा घर।
ಸ್ಥಾಪನೆ