ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଖୁଞ୍ଚା ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଖୁଞ୍ଚା   ବିଶେଷ୍ୟ

ಅರ್ಥ : ଶରୀରରେ ଫୋଡ଼ିଯାଇଥିବା କଣ୍ଟାର ଯେଉଁ ଅଂଶ ଭାଙ୍ଗି ଶରୀର ଭିତରେ ହିଁ ରହିଯାଇଥାଏ

ಉದಾಹರಣೆ : ଶ୍ୟାମା ଛୁଞ୍ଚି ସାହାଯ୍ୟରେ ଖୁଞ୍ଚା ବାହାର କରିବାକୁ ଉଦ୍ୟମ କରୁଛି

ಸಮಾನಾರ್ಥಕ : ଖେଞ୍ଚ


ಇತರ ಭಾಷೆಗಳಿಗೆ ಅನುವಾದ :

शरीर में चुभे हुए काँटे का वह भाग जो टूटकर शरीर के भीतर ही रह गया हो।

श्यामा सूई की सहायता से नटसाल को निकालने की कोशिश कर रही है।
नटसाल

ಅರ್ಥ : ଛୋଟ ହୋଇଥିବା କାରଣରୁ ଶରୀରରେ ଫୋଡ଼ି ଯାଇଥିବା କଣ୍ଟାର ଯେଉଁ ଅଂଶ ବାହାର କରି ହୁଏ ନାହିଁ

ಉದಾಹರಣೆ : କାଠ ଚିରୁଥିବା ସମୟରେ ମୋ ହାତରେ ଗୋଟିଏ ଖୁଞ୍ଚା ପଶି ଗଲା


ಇತರ ಭಾಷೆಗಳಿಗೆ ಅನುವಾದ :

शरीर में चुभी हुई वह फाँस जो बहुत छोटी होने के कारण नहीं निकाली जा सकती।

लकड़ी चीरते समय मेरे हाथ में एक नटसाल चुभ गई।
नटसाल