ಅರ್ಥ : ଯେଉଁଥିରେ କିଛି ମିଶି ନାହିଁ ବା ଏକଦମ୍ ଭଲ
ಉದಾಹರಣೆ :
ଆଜିକାଲି ବଜାରରେ ଖାଣ୍ଟି ଜିନିଷ ମିଳିବା ମୁସ୍କିଲ୍
ಸಮಾನಾರ್ಥಕ : ଅବିମିଶ୍ରିତ, ଅମିଶ୍ରିତ, ଅସଲି, ବିଶୁଦ୍ଧ, ବଢ଼ିଆ, ଶୁଦ୍ଧ
ಇತರ ಭಾಷೆಗಳಿಗೆ ಅನುವಾದ :
Free of extraneous elements of any kind.
Pure air and water.ಅರ್ಥ : ଯାହା ପରିଶୋଧିତ ବା ଯାହାକୁ ପରିଶୁଦ୍ଧ କରାଯାଇଛି
ಉದಾಹರಣೆ :
ଏହା ଶୁଦ୍ଧ ସୁବର୍ଣ୍ଣର ବିସ୍କୁଟ
ಸಮಾನಾರ್ಥಕ : ଅମିଶା, ଅସଲି, ଖାଦହୀନ, ବିଶୁଦ୍ଧ, ଭଲ, ଶୁଦ୍ଧ
ಇತರ ಭಾಷೆಗಳಿಗೆ ಅನುವಾದ :
Free of extraneous elements of any kind.
Pure air and water.ಅರ್ಥ : ପାଣି ମିଶାଇ ପତଳା କରା ଯାଇନଥିବା(ଆଖୁ ରସ)
ಉದಾಹರಣೆ :
ଆମେ ବୁଟ ଖାଇଲା ପରେ ଦୁଇ ଗ୍ଲାସ ଖାଣ୍ଟି ଆଖୁ ରସ ପିଇଲୁ
ಇತರ ಭಾಷೆಗಳಿಗೆ ಅನುವಾದ :
(गन्ने या ऊख का रस) जो जल मिलाकर पतला न किया गया हो।
हम लोगों ने खलिहानों से लौटते समय दो दो गिलास गन्ने का निगरा रस पिए।