ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଯାହାର ମନ୍ଦ ଚିନ୍ତାଧାରା ବା କୁବିଚାର ବ୍ୟକ୍ତି
ಉದಾಹರಣೆ : ଖଳ ଲୋକଙ୍କଠାରୁ ଦୂରରେ ରହିବା ଉଚିତ
ಸಮಾನಾರ್ಥಕ : କପଟୀ, ଦୁର୍ଜନକୁବିଚାର, ମନ୍ଦ ଚିନ୍ତାଧାରା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
वह जिसकी नीयत बुरी हो या बुरे आशयवाला व्यक्ति।
ಅರ್ಥ : ଦୁଷ୍ଟ ବା ଖରାପ ବ୍ୟକ୍ତି
ಉದಾಹರಣೆ : ଦୁର୍ଜନ ସଂଗତିରୁ ଦୂରରେ ରୁହ
ಸಮಾನಾರ್ಥಕ : ଦୁରାତ୍ମା, ଦୁର୍ଜନ, ଦୁଷ୍ଟ, ଦୁଷ୍ଟାତ୍ମା, ପାଜୀ, ଶଠ, ହରାମି, ହାରାମଜାଦା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
दुष्ट या खोटा व्यक्ति।
A wicked or evil person. Someone who does evil deliberately.
ಅರ್ಥ : ଦୁଷ୍କର୍ମ କରିବା ଲୋକ ବା ଯିଏ ଭଲ କାମ କରେ ନାହିଁ
ಉದಾಹರಣೆ : ଦୁଷ୍କର୍ମକୁ ଡର ଦୁଷ୍କର୍ମା ବ୍ୟକ୍ତିକୁ ନୁହେଁ
ಸಮಾನಾರ್ಥಕ : ଅପକର୍ମା, କୁକର୍ମା, ଦୁଷ୍କର୍ମା
दुष्कर्म करनेवाला या जो अच्छा कर्म न करता हो।
Morally bad in principle or practice.
ಅರ್ಥ : ଯିଏ ଦୁଷ୍ଟ ବା ଦୁଷ୍ଟପରି କାମ ବା ବ୍ୟବହାର କରେ
ಉದಾಹರಣೆ : ଦୁଷ୍ଟ ବ୍ୟକ୍ତି ସବୁବେଳେ ଅନ୍ୟର ଖରାପ ଚାହେଁ
ಸಮಾನಾರ್ಥಕ : ଅଧମ, ଅସାଧୁ, ଦୁର୍ଜନ, ଦୁଷ୍ଟ, ପାଜି, ମନ୍ଦ, ଶଠ, ହାରାମୀ
जो दुष्टतापूर्वक काम या व्यवहार करता हो।
ಸ್ಥಾಪನೆ