ಅರ್ಥ : ଲୁଣମିଶା ଜଳ ଯାହା ସାବୁନ ସହିତ ମିଶି ଫେଣ ତିଆରି କରିପାରେ ନାହିଁ
ಉದಾಹರಣೆ :
ଖରଜଳରେ ଲୁଗା ସଫାକରିବା କଷ୍ଟକର ହୋଇଥାଏ
ಸಮಾನಾರ್ಥಕ : କଠୋର ଜଳ, ଭାରିଜଳ, ହାର୍ଡ଼ ୱାଟର୍
ಇತರ ಭಾಷೆಗಳಿಗೆ ಅನುವಾದ :
Water that contains mineral salts (as calcium and magnesium ions) that limit the formation of lather with soap.
hard water