ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ କ୍ୟାମ୍ପ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

କ୍ୟାମ୍ପ   ବିଶେଷ୍ୟ

ಅರ್ಥ : କୌଣସି ବିଶେଷ କାର୍ଯ୍ୟପାଇଁ କରାଯାଇଥିବା ସେହି ଆୟୋଜନ ଯେଉଁଥିରେ ଲୋକଙ୍କ ଅଂଶ ଗ୍ରହଣ କରିବା ଅପେକ୍ଷିତ ହୋଇଥାଏ

ಉದಾಹರಣೆ : ଏହି ଶିବିର ଦୁଇ ଦିନ ଚାଲିବ

ಸಮಾನಾರ್ಥಕ : ଶିବିର


ಇತರ ಭಾಷೆಗಳಿಗೆ ಅನುವಾದ :

किसी विशिष्ट कार्य के लिए किया गया वह आयोजन जिसमें लोगों की सहभागिता अपेक्षित हो।

यह शिविर दो दिन चलेगा।
कैंप, कैम्प, शिविर

ಅರ್ಥ : ଶିଶୁମାନେ ଗରମରୁ ସୁରକ୍ଷା ପାଇବାଲାଗି ଦେଖାଶୁଣା କରିବା ଏବଂ ଏଥିନେଇ କ୍ରିୟାକଳାପର ବ୍ୟବସ୍ଥା କରାଯାଇଥିବା କ୍ଷେତ୍ର

ಉದಾಹರಣೆ : ଆମ ସ୍କୁଲର ପିଲେ କ୍ୟାମ୍ପକୁ ଯାଉଛନ୍ତି

ಸಮಾನಾರ್ಥಕ : କ୍ୟାଂପ


ಇತರ ಭಾಷೆಗಳಿಗೆ ಅನುವಾದ :

* वह क्षेत्र जहाँ गर्मी के मौसम में बच्चों की देखरेख और उनके लिए क्रिया-कलापों की व्यवस्था की जाती है।

हमारे स्कूल के बच्चे कैंप में जा रहे हैं।
कैंप, कैम्प

Temporary lodgings in the country for travelers or vacationers.

Level ground is best for parking and camp areas.
camp

ಅರ್ಥ : ଗୋଟିଏ ଶିବିରରେ ଏକ ସାଥୀରେ ରହୁଥିବା ଲୋକସମୂହ

ಉದಾಹರಣೆ : ଶ୍ୟାମର ଥଟ୍ଟାମଜା ଶୁଣି ସାରା ଶିବିର ହସରେ ଫାଟିପଡ଼ିଲା

ಸಮಾನಾರ್ಥಕ : ଛାଉଣୀ, ଶିବିର


ಇತರ ಭಾಷೆಗಳಿಗೆ ಅನುವಾದ :

लोगों का वह समूह जो एक साथ किसी शिविर में रहता है।

श्याम का चुटकुला सुनकर पूरा शिविर हँसने लगा।
कैंप, कैम्प, शिविर

A group of people living together in a camp.

The whole camp laughed at his mistake.
camp

ಅರ್ಥ : ଏହି ସ୍ଥାନ ଯେଉଁଠି ଅସ୍ଥାୟୀ ଭାବରେ କେତେକ ଲୋକ କୌଣସି ବିଶେଷ କାର୍ଯ୍ୟ ବା ଉଦ୍ଦେଶ୍ୟରେ ମିଳିତ ହୋଇଥାନ୍ତି

ಉದಾಹರಣೆ : ମୋତିଆବିନ୍ଦୁର ମାଗଣା ଚିକିତ୍ସା କରିବାପାଇଁ ଡାକ୍ତରମାନେ ଦଶଦିନିଆ ଶିବିରର ଆୟୋଜନ କରିଛନ୍ତି

ಸಮಾನಾರ್ಥಕ : ଛାଉଣୀ, ଶିବିର


ಇತರ ಭಾಷೆಗಳಿಗೆ ಅನುವಾದ :

वह स्थान जहाँ अस्थाई रूप से कुछ लोग मिलकर किसी विशेष कार्य या उद्देश्य से रहें।

मोतियाबिंद का मुफ़्त इलाज करने के लिए डाक्टरों ने दस दिनों का शिविर लगाया है।
कैंप, कैम्प, शिविर

A site where people on holiday can pitch a tent.

bivouac, campground, camping area, camping ground, camping site, campsite, encampment

ಅರ್ಥ : ଗୋଟିଏ ପ୍ରକାରର ଜେଲ୍

ಉದಾಹರಣೆ : ଚୀନରେ ରାଜନୈତିକ ବନ୍ଦୀଙ୍କ ଲାଗି କିଛି କ୍ୟାମ୍ପ ରହିଛି

ಸಮಾನಾರ್ಥಕ : କ୍ୟାଂପ


ಇತರ ಭಾಷೆಗಳಿಗೆ ಅನುವಾದ :

एक प्रकार की जेल।

चीन में राजनैतिक कैदियों के लिए कई कैंप हैं।
कैंप, कैम्प