ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : କାନ୍ଦିବା କ୍ରିୟା
ಉದಾಹರಣೆ : ବିଦାୟ ସମୟରେ ତାର କାନ୍ଦ ବନ୍ଦ ହେଉନଥିଲା
ಸಮಾನಾರ್ಥಕ : ଅଶ୍ରୁପାତ, କାନ୍ଦ, କାନ୍ଦଣା, ରୋଦନ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
रोने की क्रिया।
The process of shedding tears (usually accompanied by sobs or other inarticulate sounds).
ಅರ್ಥ : କାନ୍ଦିବାଦ୍ୱାରା ଉତ୍ପନ୍ନ ହେଉଥିବା ଶବ୍ଦ
ಉದಾಹರಣೆ : ତାର କାନ୍ଦଣା ବହୁଦୂରକୁ ଶୁଣାଯାଉଥିଲା
ಸಮಾನಾರ್ಥಕ : କାନ୍ଦଣା, ବିଳାପ, ରୋଦନ
रोने से उत्पन्न शब्द।
A cry of sorrow and grief.
ಅರ್ಥ : କାନ୍ଦିକରି ଦୁଖ ପ୍ରକଟ କରିବାର କ୍ରିୟା ବା ଭାବ
ಉದಾಹರಣೆ : ରାମଙ୍କ ବନ ଗମନର ଖବର ଶୁଣି ଅଯୋଧ୍ୟାବାସୀ ବିଳାପ କରିବାକୁ ଲାଗିଲେ
ಸಮಾನಾರ್ಥಕ : କନ୍ଦା-କଟା, କାନ୍ଦ, ବିଳାପ, ରୋଦନ
रोकर दुख प्रकट करने की क्रिया या भाव।
ಸ್ಥಾಪನೆ