ಅರ್ಥ : ଯେଉଁ କୋଷରେ ବର୍ଣ୍ଣମାଳା କ୍ରମରେ ବହୁତ ଶବ୍ଦର ଅର୍ଥ ତଥା ଅନ୍ୟାନ ସୂଚନା ସହିତ ଦିଆଯାଇଥାଏ
ಉದಾಹರಣೆ :
ଆଜି ମଧ୍ୟ ଭଲ ଓଡ଼ିଆ ଶବ୍ଦକୋଷର ଅଭାବ ରହିଛି
ಇತರ ಭಾಷೆಗಳಿಗೆ ಅನುವಾದ :
A reference book containing an alphabetical list of words with information about them.
dictionary, lexiconಅರ್ಥ : ସଞ୍ଚିତ ଧନ, ଜ୍ଞାନଆଦି
ಉದಾಹರಣೆ :
କୋଷକୁ ଉଚିତ ଜାଗାରେ ଖର୍ଚ୍ଚ କରିବା ଉଚିତ୍ ଦାଦା ଜଣେ ଚଲା ବୁଲା କୋଷ
ಸಮಾನಾರ್ಥಕ : ନିଧି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଉତ୍କୃଷ୍ଟ ବା ବହୁମୂଲ୍ୟ ବସ୍ତୁଗୁଡ଼ିକର ସଂଗ୍ରହ
ಉದಾಹರಣೆ :
ତା ପାଖରେ ପୁରୁଣା ଗହଣା, ମୁଦ୍ରା ଆଦିର ଭଣ୍ଡାର ରହିଛି
ಸಮಾನಾರ್ಥಕ : ଭଣ୍ଡାର
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଶରୀର ରଚନାର ଏକ ଭାଗ ଯାହା ସମାନ କାର୍ଯ୍ୟ ଏବଂ ସଂରଚନାତ୍ମକ କୋଷିକାମାନଙ୍କ ସହିତ ମିଳି ତିଆରି ହୋଇଥାଏ
ಉದಾಹರಣೆ :
ମାନବ ଶରୀରରେ ବିଭିନ୍ନ ପ୍ରକାରର କୋଷ ମିଳିଥାଏ
ಇತರ ಭಾಷೆಗಳಿಗೆ ಅನುವಾದ :
Part of an organism consisting of an aggregate of cells having a similar structure and function.
tissueಅರ್ಥ : ଯେଉଁ ସ୍ଥାନରେ କୋଷ ବା ବହୁତ ଧନ ରହିଥାଏ
ಉದಾಹರಣೆ :
ଡକାୟତମାନେ ଭଣ୍ଡାରରେ ରଖାଯାଇଥିବା ସବୁ ଧନ ଚୋରେଇନେଲେ
ಇತರ ಭಾಷೆಗಳಿಗೆ ಅನುವಾದ :
A storehouse for treasures.
treasure house