ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : କୌଣସି ବସ୍ତୁଆଦିର ସେହି ଅଂଶ ଯାହା ଖାଲି ରହିଥାଏ
ಉದಾಹರಣೆ : ଗଛର କୋରଡ଼ରେ ଥିବା ସାପ ଫୁଫୁକାର କରୁଛି
ಸಮಾನಾರ್ಥಕ : ପମ୍ଫାସ୍ଥାନ, ପୋଲାସ୍ଥାନ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
किसी वस्तु आदि का वह भाग जो ख़ाली होता है।
A cavity or space in something.
ಅರ್ಥ : ଗଛର ଶାଖା, ଗଣ୍ଡିଆଦିରେ ତିଆରି ହୋଇଥିବା ପୋଲା ଅଂଶ
ಉದಾಹರಣೆ : ଅଶ୍ୱତ୍ଥଗଛର ଏହି କୋରଡ଼ରେ ଗୋଟିଏ ସାପ ରହେ
ಸಮಾನಾರ್ಥಕ : କୋଟର, ଖୁଙ୍ଗୁର
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
पेड़ की शाखाओं, तने आदि में बना हुआ खोखला भाग।
ಸ್ಥಾಪನೆ