ಅರ್ಥ : ଅତ୍ୟଧିକ ଅଚେତନ ଅବସ୍ଥା ଯାହା ବିଶେଷ କରି ଲମ୍ବା ସମୟ ପର୍ଯ୍ୟନ୍ତ ରହେ ଏବଂ ଯାହା ବହୁତ କଠିନ ରୋଗ,ଆଘାତ ଆଦିର କାରଣରୁ ହୋଇଥାଏ
ಉದಾಹರಣೆ :
ଅତ୍ୟଧିକ ନିଦ ଔଷଧ ଖାଇଲେ ଆପଣଙ୍କର ବି କୋମା ହୋଇଯାଇପାରେ
ಸಮಾನಾರ್ಥಕ : ସଂମୂର୍ଛା, ସମ୍ମୂର୍ଛା
ಇತರ ಭಾಷೆಗಳಿಗೆ ಅನುವಾದ :
A state of deep and often prolonged unconsciousness. Usually the result of disease or injury.
coma, comatoseness