ಅರ್ಥ : କୌଣସି ବିଶେଷ କାର୍ଯ୍ୟ ନିମନ୍ତେ କିଛି ଲୋକ ମିଳିତ ବା ଏକାଠି ହେବା ବା ରହିବାର ଜାଗା
ಉದಾಹರಣೆ :
ଏହି ସହର ଅସାମାଜିକ କାରଣର ଆଡ଼୍ଡ଼ା ବନିଯାଇଛି ସ୍ୱାଧୀନତା ସଂଗ୍ରାମ ସମୟରେ ଲକ୍ଷ୍ନୌ କ୍ରାନ୍ତିକାରୀମାନଙ୍କ ଆଡ଼୍ଡ଼ା ପାଲଟିଯାଇଥିଲା
ಸಮಾನಾರ್ಥಕ : ଆଡ଼୍ଡ଼ା, ଗଡ଼, ପେଣ୍ଠସ୍ଥଳୀ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଦେଶରେ ଶାସନ କରୁଥିବା ସରକାର ଯାହାଙ୍କ ମୁଖ୍ୟାଳୟ ଦେଶର ରାଜଧାନୀରେ ଥାଏ
ಉದಾಹರಣೆ :
କେନ୍ଦ୍ର ଚାଷୀଙ୍କ ନିମନ୍ତେ ନୂଆନୂଆ ଯୋଜନାସବୁ ପ୍ରଣୟନ କରୁଛି
ಸಮಾನಾರ್ಥಕ : କେଂଦ୍ର, କେଂଦ୍ର ସରକାର, କେନ୍ଦ୍ର ସରକାର
ಅರ್ಥ : ସେହି ସ୍ଥାନ ଯାହା କୌଣସି କାର୍ଯ୍ୟ ନିମନ୍ତେ ନିର୍ଦ୍ଧାରିତ ହୋଇଛି ବା ସେଠାରେ କୌଣସି କାର୍ଯ୍ୟ ବିଶେଷ ରୂପରେ ହୋଇଥାଏ
ಉದಾಹರಣೆ :
ଦିଲ୍ଲୀ ନେତାମାନଙ୍କ ନିମନ୍ତେ ଗୋଟିଏ ରାଜନୈତିକ କେନ୍ଦ୍ର
ಸಮಾನಾರ್ಥಕ : ଆଡ଼୍ଡ଼ା, କେନ୍ଦ୍ର ସ୍ଥଳ, କେନ୍ଦ୍ରୀୟ ସ୍ଥାନ
ಇತರ ಭಾಷೆಗಳಿಗೆ ಅನುವಾದ :
वह स्थान जो किसी कार्य आदि के लिए नियत हो या वहाँ कोई कार्य विशेष रूप से होता हो।
दिल्ली नेताओं के लिए एक राजनैतिक केंद्र है।ಅರ್ಥ : ଆପଣଙ୍କ ରୁଚିଥିବା ବା ଆପଣଙ୍କ ଧ୍ୟାନ କେନ୍ଦ୍ରିତ ହୋଇଥିବା ବସ୍ତୁ
ಉದಾಹರಣೆ :
ପଡିଆର ଖେଳୁଥିବା ଖେଳାଳି ଦର୍ଶକଙ୍କ ଆକର୍ଷଣର କେନ୍ଦ୍ର ହୋଇଥାଏ
ಸಮಾನಾರ್ಥಕ : କେଂଦ୍ର
ಇತರ ಭಾಷೆಗಳಿಗೆ ಅನುವಾದ :
The object upon which interest and attention focuses.
His stories made him the center of the party.ಅರ್ಥ : ମଧ୍ୟ ଭାଗ ବା ସ୍ଥାନ
ಉದಾಹರಣೆ :
ଘରର ମଝିରେ ଅଗଣା ଅଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପରମାଣୁ ମଧ୍ୟଭାଗରେ ଯେଉଁଠି ଧନାତ୍ମକ ଆବେଶ ଥାଏ
ಉದಾಹರಣೆ :
ପରମାଣୁ ନାଭିକେନ୍ଦ୍ରରେ ଉଭୟ ପ୍ରୋଟନ୍ ଓ ନ୍ୟୁଟ୍ରନ୍ ଥାଏ
ಸಮಾನಾರ್ಥಕ : ନାଭିକେନ୍ଦ୍ର
ಇತರ ಭಾಷೆಗಳಿಗೆ ಅನುವಾದ :
The positively charged dense center of an atom.
nucleusಅರ್ಥ : କୌଣସି ବୃତ ବା ପରିଧି ବା ପଂକ୍ତିର ଠିକ୍ ମଧ୍ୟ ଭାଗୀୟ ବିନ୍ଦୁ ବା ଭାଗ
ಉದಾಹರಣೆ :
ଏହି ବୃତ୍ତର କେନ୍ଦ୍ରବିନ୍ଦୁରୁ ଏକ ରେଖା ଟାଣ
ಸಮಾನಾರ್ಥಕ : କେନ୍ଦ୍ରବିନ୍ଦୁ, ବିନ୍ଦୁନାଭି, ମଧ୍ୟବିନ୍ଦୁ
ಇತರ ಭಾಷೆಗಳಿಗೆ ಅನುವಾದ :
किसी वृत्त या परिधि या पंक्ति के ठीक बीचों-बीच का बिन्दु या भाग।
इस वृत्त के केंद्र बिंदु से जाती हुई एक रेखा खींचो।