ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ କୁଳି ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

କୁଳି   ବିଶେଷ୍ୟ

ಅರ್ಥ : ପାଟି ସଫା କରିବା ନିମନ୍ତେ ସେଥିରେ ପାଣି ନେଇ ଏପଟ ସେପଟ କରି ଫୋଫାଡ଼ିବା କ୍ରିୟା

ಉದಾಹರಣೆ : ଖାଇବା ପରେ ଆମେ ଭଲ ଭାବରେ କୁଳି କରିବା ଆବଶ୍ୟକ

ಸಮಾನಾರ್ಥಕ : କୁଳା, କୁଳୁକୁଞ୍ଚା


ಇತರ ಭಾಷೆಗಳಿಗೆ ಅನುವಾದ :

मुख साफ़ करने के निमित्त उसमें पानी लेकर इधर-उधर हिलाकर फेंकने की क्रिया।

खाने के बाद हमें अच्छी तरह से कुल्ला करना चाहिए।
कुल्ला, गंडूष, गण्डूष, गरारा, ग़रारा

A medicated solution used for gargling and rinsing the mouth.

gargle, mouthwash

ಅರ್ಥ : ଖାଇସାରିଲା ପରେ ହାତ ମୁହଁ ଧୋଇବା ଓ କୁଳି କରିବା କାମ

ಉದಾಹರಣೆ : ଆମେ ଖାଇଲା ପରେ କୁଳି କରିବା ଆବଶ୍ୟକ

ಸಮಾನಾರ್ಥಕ : ଆଚମନ


ಇತರ ಭಾಷೆಗಳಿಗೆ ಅನುವಾದ :

भोजन के उपरान्त हाथ मुँह धोने और कुल्ला करने की क्रिया।

रमेश ने भोजन करने के पश्चात् आचमन किया।
अंचवन, अचवन, आचमन

ಅರ್ಥ : ମୁହଁ ସଫା କରିବା ପାଇଁ ମୁହଁରେ ଭର୍ତ୍ତି କରି ହଲା ଯାଉଥିବା ପାଣି

ಉದಾಹರಣೆ : କୁଳୁକୁଞ୍ଚା ଢୋକିବା ଉଚିତ ନୁହେଁ

ಸಮಾನಾರ್ಥಕ : କୁଳୁକୁଞ୍ଚା


ಇತರ ಭಾಷೆಗಳಿಗೆ ಅನುವಾದ :

मुँह साफ़ करने के निमित्त मुँह में डाल कर हिलाया हुआ पानी।

कुल्ले को निगलना नहीं चाहिए।
कुल्ला