ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ କୁମ୍ଭ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

କୁମ୍ଭ   ବିଶେଷ୍ୟ

ಅರ್ಥ : ପ୍ରତି ବାରବର୍ଷରେ ପଡ଼ୁଥିବା ଏକ ପର୍ବ

ಉದಾಹರಣೆ : ପ୍ରୟାଗରାଜରେ କୁମ୍ଭମେଳା ହୁଏ

ಸಮಾನಾರ್ಥಕ : କୁଂଭ


ಇತರ ಭಾಷೆಗಳಿಗೆ ಅನುವಾದ :

प्रति बारहवें वर्ष पड़ने वाला एक पर्व।

प्रयागराज में कुंभ का मेला लगता है।
कुंभ, कुम्भ

A day or period of time set aside for feasting and celebration.

festival

ಅರ್ಥ : ପାଣି ଭର୍ତ୍ତିକରିବା ବା ରଖିବାପାଇଁ ଗୋଟିଏ ଜାଗା

ಉದಾಹರಣೆ : ଖାଲି କଳଶରେ ପାଣି ଭର୍ତ୍ତି କରିଦିଅ

ಸಮಾನಾರ್ಥಕ : କଳଶ, ଘଟ, ମାଠିଆ


ಇತರ ಭಾಷೆಗಳಿಗೆ ಅನುವಾದ :

पानी भरने या रखने का एक बर्तन।

खाली कलश में जल भर दो।
कलश, कलशा, कलसा, घट, घैला, निप

A large vase that usually has a pedestal or feet.

urn

ಅರ್ಥ : ସୌର ଜ୍ୟୋତିଷାନୁସାରେ କୌଣସି ବ୍ୟକ୍ତିର ଜନ୍ମ ସମୟରେ ସୂର୍ଯ୍ୟ କୁମ୍ଭରାଶିରେ ଥାଏ ତଥା ଚନ୍ଦ୍ର ଜ୍ୟୋତିଷାନୁସାରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର କୁମ୍ଭରାଶିରେ ଥାଏ

ಉದಾಹರಣೆ : କୁମ୍ଭରାଶିପାଇଁ ଏବର୍ଷର ପ୍ରଭାବ ମିଶ୍ରିତ ରହିବ

ಸಮಾನಾರ್ಥಕ : କୁଂଭ, କୁଂଭରାଶି, କୁମ୍ଭରାଶି


ಇತರ ಭಾಷೆಗಳಿಗೆ ಅನುವಾದ :

सौर ज्योतिषानुसार वह व्यक्ति जिसका जन्म तब हुआ हो जब सूर्य कुंभराशि में हो।

कुंभराशिवालों के लिए इस वर्ष का असर मिला-जुला रहेगा।
कुंभ राशिवाला, कुंभराशिवाला, कुम्भ राशिवाला, कुम्भराशिवाला

(astrology) a person who is born while the sun is in Aquarius.

aquarius, water bearer

ಅರ್ಥ : ଜ୍ୟୋତିଷ ଶାସ୍ତ୍ରର ଏଗାରତମ ରାଶି ଯେଉଁଥିରେ ଧନିଷ୍ଠାର ଉତ୍ତରାର୍ଦ୍ଧ, ସମ୍ପୂର୍ଣ୍ଣ ଶତଭିଷା, ଏବଂ ପୂର୍ବ ଭାଦ୍ରପଦକୁ ନେଇ ତିନିପାଦ ରହିଛି

ಉದಾಹರಣೆ : ଏହି ମାସ ଶେଷରେ ସୂର୍ଯ୍ୟ କୁମ୍ଭ ରାଶିରେ ପ୍ରବେଶ କରିବେ

ಸಮಾನಾರ್ಥಕ : କୁମ୍ଭରାଶି


ಇತರ ಭಾಷೆಗಳಿಗೆ ಅನುವಾದ :

ज्योतिष में, ग्यारहवीं राशि जिसमें धनिष्ठा का उत्तरार्द्ध, पूरा शतभिषा और पूर्व भाद्रपद के तीन पाद हैं।

इस महीने के अंत में सूर्य कुंभ राशि में प्रवेश कर जायेगा।
कुंभ, कुंभ राशि, कुंभराशि, कुम्भ, कुम्भ राशि, कुम्भराशि

The eleventh sign of the zodiac. The sun is in this sign from about January 20 to February 18.

aquarius, aquarius the water bearer, water bearer

ಅರ್ಥ : ହାତୀ ମୁଣ୍ଡର ଦୁଇପାଖର ଉପରିଭାଗ

ಉದಾಹರಣೆ : ମାହୁନ୍ତ ବସିଥିବା ହାତୀର କୁମ୍ଭଉପରେ ଗୋଡ଼ରଖି ତା ପିଠିରେ ଚଢ଼ିଲା

ಸಮಾನಾರ್ಥಕ : କୁଂଭ


ಇತರ ಭಾಷೆಗಳಿಗೆ ಅನುವಾದ :

हाथी के सिर के दोनों ओर का ऊपरवाला भाग।

हाथीवान बैठे हुए हाथी के कुंभ पर पैर रखकर उसकी पीठ पर चढ़ा।
कुंभ, कुम्भ