ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଡେଇଁକରି ଯିବାର ପ୍ରକ୍ରିୟା
ಉದಾಹರಣೆ : ସେ ଗୋଟିଏ ଡିଆଁରେ ନର୍ଦ୍ଦମା ପାରି ହୋଇଗଲା
ಸಮಾನಾರ್ಥಕ : ଡିଆଁ, ଲମ୍ଫ
ಅರ್ಥ : କୁଦ ଭଳିଆ ତିଆରି ହୋଇଥିବା ଢାଲୁ ଉଚ୍ଚ ଜମି ଯାହା ଉପରେ ପାନ ଗଛ ଲଗାଯାଇଥାଏ
ಉದಾಹರಣೆ : କୃଷକ ନୂଆ ଗଛ ଲଗେଇବାପାଇଁ କୁଦ ଖୋଳୁଛି
ಸಮಾನಾರ್ಥಕ : ଢିଅ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
टीले की तरह बनाई हुई वह ढलुआँ ऊँची ज़मीन जिस पर पान के पौधे लगाए जाते हैं।
ಅರ್ಥ : ଯେଉଁ ଲମ୍ବା-ଚୌଡ଼ା ଉଞ୍ଚା ଜମି ଆଖପାଖ ଅନ୍ୟ ଜମି ତୁଳନାରେ ଅଧିକ ଉଞ୍ଚା
ಉದಾಹರಣೆ : ଏହି ଜମିରେ ଅଧିକ କୁଦ ଅଛି
ಸಮಾನಾರ್ಥಕ : ଢିପ, ପଠା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
वह लम्बा-चौड़ा ऊँचा मैदान जो आस-पास की किसी ओर की ज़मीन से बहुत ऊँचाई पर हो।
A relatively flat highland.
ಸ್ಥಾಪನೆ