ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : କୁଟିବା ପ୍ରକ୍ରିୟା
ಉದಾಹರಣೆ : ଶ୍ୟାମ ଧାନ କୁଟା ପରେ ଗହମ ପେଷୁଛି
ಸಮಾನಾರ್ಥಕ : କୁଟାଣ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
अनाज आदि कूटने की क्रिया।
ಅರ್ಥ : ମାରିବା ପ୍ରକ୍ରିୟା
ಉದಾಹರಣೆ : ମାଡ଼ ସହିସହି ସେ ପିଠିଆ ହୋଇଯାଇଛି ଆଜି ସେ ଖୁବ ବାଡ଼ିଆ ଖାଇବ
ಸಮಾನಾರ್ಥಕ : ଛେଚା, ପିଟା, ବାଡ଼ିଆ, ମାଡ଼
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
मारने की क्रिया।
The act of inflicting corporal punishment with repeated blows.
ಅರ್ಥ : ଯେଉଁ ଶୁଖିଲା ଧାନଆଦିର କେଣ୍ଡାରୁ ଧାନ ବାହାର କରାଯାଇଛି
ಉದಾಹರಣೆ : ଗୋରୁ ଖଳାରେ ନଡ଼ା ଖାଉଛନ୍ତି
ಸಮಾನಾರ್ಥಕ : ଅଗମଳା, ଛଣ, ନଡ଼ା
धान आदि के सूखे डंठल जिनमें से दाने निकाल लिए गए हों।
Plant fiber used e.g. for making baskets and hats or as fodder.
ಅರ್ಥ : ଯାହା କୁଟା ହୋଇଛି
ಉದಾಹರಣೆ : କୁଟା ଚାଉଳର ଭାତ ଭଲ
जो कूटा गया हो।
ಸ್ಥಾಪನೆ