ಅರ್ಥ : ବହୁତ ଅଧିକ କାମ ବା ପରିଶ୍ରମ କରିବା
ಉದಾಹರಣೆ :
ମୂଲିଆ ଦିନସାରା ଖଟିଥାଏ, ତେବେ ଯାଇ ତାବଦଳରେ ମୁଠେ ଅନ୍ନ ବା ଦୁଇ ପଟ ରୁଟି ସଂଗ୍ରହ କରିପାରେ
ಸಮಾನಾರ್ಥಕ : ଖଟିବା, ପରିଶ୍ରମ କରିବା, ମୂଲଲାଗିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ଘଟଣା ଆଦି ଘଟିବାର କାରଣ ହେବା ବା ପରିଣାମ ରୂପରେ ଆସିବା ବା ହେବା
ಉದಾಹರಣೆ :
ମୁଁ କିଛି ଚମତ୍କାର କରିନାହିଁ
ಸಮಾನಾರ್ಥಕ : କରିବା, କାର୍ଯ୍ୟ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
* कोई घटना आदि घटने का कारण होना या परिणाम के रूप में आना या होना।
मैंने कोई चमत्कार नहीं किया।ಅರ್ಥ : ବିଶେଷକରି ଆଶାନୁରୂପ ପ୍ରଭାବ ପଡ଼ିବା ବା ଫଳାଫଳ ଆସିବା
ಉದಾಹರಣೆ :
ଏହି ଔଷଧ ଭୋଜନପରେ ଖାଇଲେ ହିଁ କାମକରେ
ಸಮಾನಾರ್ಥಕ : କାମ ଦେବା, ଫଳପ୍ରଦ ହେବା, ଫଳପ୍ରସୂ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : (ଅତୀତ କାଳରେ ବ୍ୟବହୃତ) ଅଭ୍ୟାସବଶତଃ କୌଣସି କାମ କରିଚାଲିବା
ಉದಾಹರಣೆ :
ମୁଁ ପିଲାଦିନେ ଅନେକ ମିଠେଇ ଉଦରସ୍ଥ କରୁଥିଲି
ಸಮಾನಾರ್ಥಕ : କରିବା, କାର୍ଯ୍ୟ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅସ୍ଥାୟୀ ରୂପରେ କୌଣସି ବ୍ୟକ୍ତିର ସ୍ଥାନରେ କାମ କରିବା ଓ ତାଙ୍କ ଦାୟିତ୍ୱ ତୁଲାଇବା
ಉದಾಹರಣೆ :
ବିଜୟ ଛୁଟିରେ ଥିବା କାରଣରୁ ଦୀପକ ତା କାମ କରିବ
ಸಮಾನಾರ್ಥಕ : ଦାୟିତ୍ୱ ତୁଲାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
* अस्थाई रूप से किसी की जगह पर काम करना और उसके उत्तरदायित्वों को निभाना।
गजा के छुट्टी पर जाने के कारण दीपक उसका भी काम करेगा।Help out by taking someone's place and temporarily assuming his responsibilities.
She is covering for our secretary who is ill this week.ಅರ್ಥ : କୌଣସି କାର୍ଯ୍ୟ କରିବା
ಉದಾಹರಣೆ :
ଏହି କାମ କରିସାରି ମୁଁ ଆପଣଙ୍କ କାମ କରିବି
ಸಮಾನಾರ್ಥಕ : କରିବା, କାର୍ଯ୍ୟ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी कार्य को करना।
यह काम करने के बाद मैं आपका काम करूँगा।Exert oneself by doing mental or physical work for a purpose or out of necessity.
I will work hard to improve my grades.ಅರ್ಥ : ପ୍ରୟୋଗ କଲାବେଳେ ଏକ ବିଶେଷ ଉପାୟରେ ବ୍ୟବହାର କରିବା
ಉದಾಹರಣೆ :
କୋମଳ ଧାତୁ ଭଲରୂପେ କାମକରେ
ಸಮಾನಾರ್ಥಕ : କାମ ଦେବା, ବ୍ୟବହୃତ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
Behave in a certain way when handled.
This dough does not work easily.ಅರ್ಥ : ବେତନ ନେଇ କୌଣସି କାମ କରିବା
ಉದಾಹರಣೆ :
ମୋହନ ଏକ ବୃହତ୍ତ ସଂସ୍ଥାରେ ଚାକିରି କରୁଛି
ಸಮಾನಾರ್ಥಕ : ଚାକିରି କରିବା, ନୌକରି କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଆଚରଣ କିମ୍ବା ବ୍ୟବହାରରେ ହେବା ବା ଆସିବା ବା ପ୍ରୟୋଗ କଲେ ଆଶାନୁରୂପ କାମ କରିବା
ಉದಾಹರಣೆ :
ମୋର ଦଶ ବର୍ଷର ପୁରୁଣା କାର ଆଜି ମଧ୍ୟ ଚାଲୁଅଛି
ಸಮಾನಾರ್ಥಕ : ଉପଯୋଗରେ ଆସିବା, ଚାଲିବା
ಇತರ ಭಾಷೆಗಳಿಗೆ ಅನುವಾದ :
आचरण या व्यवहार में होना या आना या प्रयोग करने पर आशानुरूप काम करना।
मेरी दस साल पुरानी कार आज भी चल रही है।