ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ କର୍କଟରାଶି ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

କର୍କଟରାଶି   ବିଶେଷ୍ୟ

ಅರ್ಥ : ସୌର ଜ୍ୟୋତିଷାନୁସାରେ କୌଣସି ବ୍ୟକ୍ତିର ଜନ୍ମ ସମୟରେ ସୂର୍ଯ୍ୟ କର୍କଟରାଶିରେ ଥାଏ ତଥା ଚନ୍ଦ୍ର ଜ୍ୟୋତିଷାନୁସାରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର କର୍କଟରାଶିରେ ଥାଏ

ಉದಾಹರಣೆ : କର୍କଟରାଶିର ବ୍ୟକ୍ତିଙ୍କପାଇଁ ଏବର୍ଷ ଅତ୍ୟନ୍ତ ଆନନ୍ଦଦାୟକ

ಸಮಾನಾರ್ಥಕ : କର୍କଟ


ಇತರ ಭಾಷೆಗಳಿಗೆ ಅನುವಾದ :

सौर ज्योतिषानुसार वह व्यक्ति जिसका जन्म तब हुआ हो जब सूर्य कर्कराशि में हो।

कर्कराशिवालों के लिए यह वर्ष अत्यंत आनंददायक है।
कर्क राशिवाला, कर्कराशिवाला

(astrology) a person who is born while the sun is in Cancer.

cancer, crab

ಅರ್ಥ : ଦ୍ୱାଦଶ ରାଶିମାନଙ୍କ ମଧ୍ୟରୁ ଚତୁର୍ଥରାଶି ଯେଉଁଥିରେ ପୁନର୍ବସୁର ଶେଷପାଦ, ପୁଷ୍ୟା ତଥା ଅଶ୍ଲେଷା ଅଛନ୍ତି

ಉದಾಹರಣೆ : କର୍କଟ ରାଶିର ଚିହ୍ନ କଙ୍କଡ଼ା

ಸಮಾನಾರ್ಥಕ : କର୍କଟ


ಇತರ ಭಾಷೆಗಳಿಗೆ ಅನುವಾದ :

बारह राशियों में से चौथी राशि, जिसमें पुनर्वसु का अंतिम चरण, पुष्य तथा आश्लेषा हैं।

कर्क का चिन्ह केकड़ा है।
कर्क, कर्क राशि, कर्कराशि, चंद्रगृह, चन्द्रगृह

The fourth sign of the zodiac. The sun is in this sign from about June 21 to July 22.

cancer, cancer the crab, crab