ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ କମଳ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

କମଳ   ବିଶେଷ୍ୟ

ಅರ್ಥ : ଗୋରୁଙ୍କୁ ହେଉଥିବା ଏକ ରୋଗ ଯେଉଁଥିରେ ତାଙ୍କ ଶରୀର ଥଣ୍ଡା ପଡ଼ିଯାଏ ତଥା ସେମାନେ ଖାଇବାପିଇବା ଛାଡ଼ିଦିଅନ୍ତି

ಉದಾಹರಣೆ : ରାମୁର ବଳଦ କମଳ ରୋଗରେ ପୀଡ଼ିତ


ಇತರ ಭಾಷೆಗಳಿಗೆ ಅನುವಾದ :

चौपायों को होनेवाला एक रोग जिसमें उनका शरीर ठंडा पड़ जाता है तथा वे खाना-पीना छोड़ देते हैं।

रामू का बैल ऊँगना से पीड़ित है।
ऊँगना

ಅರ್ಥ : ଜଳରେ ଉତ୍ପନ୍ନ ହେଉଥିବା ଏକ ଛୋଟ ଗଛ ଯାହା ନିଜର ସୁନ୍ଦର ଫୁଲ ନିମନ୍ତେ ପ୍ରସିଦ୍ଧ

ಉದಾಹರಣೆ : ପିଲାମାନେ ଖେଳି-ଖେଳି ପୋଖରୀରୁ ପଦ୍ମ ତୋଳୁଛନ୍ତି

ಸಮಾನಾರ್ಥಕ : ଅମ୍ବୁଜ, ଇନ୍ଦୀବର, ନଳୀନ, ନୀରଜ, ପଙ୍କଜ, ପଦ୍ମ, ବାରୀଜ, ଶତଦଳ


ಇತರ ಭಾಷೆಗಳಿಗೆ ಅನುವಾದ :

Annual or perennial herbs or subshrubs.

genus lotus, lotus

ಅರ್ಥ : ପାଣିରେ ହେଉଥିବା ଏକ ଗଛର ଫୁଲ ଯାହା ବହୁତ ସୁନ୍ଦର ଦେଖାଯାଏ

ಉದಾಹರಣೆ : ପୋଖରୀରେ କେତେ ରଙ୍ଗର ପଦ୍ମଫୁଲ ଫୁଟିଛି କମଳ ଯୋଗୁଁ ସରୋବରର ଶୋଭା ବଢ଼ିଯାଏ|

ಸಮಾನಾರ್ಥಕ : ଉତ୍ପଳ, ନଳିନ, ପଦ୍ମ


ಇತರ ಭಾಷೆಗಳಿಗೆ ಅನುವಾದ :

Reproductive organ of angiosperm plants especially one having showy or colorful parts.

bloom, blossom, flower