ಅರ್ಥ : ଯେଉଁ ଖାଲରେ ମୁସଲମାନ, ଖ୍ରୀଷ୍ଟିଆନ, ଇହୁଦୀମାନଙ୍କ ଶବ ରଖାଯାଏ ବା କବର ଦିଆଯାଏ
ಉದಾಹರಣೆ :
ମହାନ ସୁଫୀ ସନ୍ଥଙ୍କୁ କବର ଦେବାପାଇଁ ଅସଂଖ୍ୟ ଲୋକମିଶି ତାଙ୍କର କବର ଖୋଳିଲେ
ಇತರ ಭಾಷೆಗಳಿಗೆ ಅನುವಾದ :
वह गड्ढा जहाँ मुसलमान,ईसाई,यहुदियों का मुर्दा गाड़ा या दफ़नाया जाता है।
महान सूफ़ी संत को दफ़नाने के लिए असंख्य लोगों ने मिलकर उनकी क़ब्र खोदी।ಅರ್ಥ : ଶବ ଆଦିକୁ ମାଟିତଳେ ପୋତିବାର ପ୍ରକ୍ରିୟା
ಉದಾಹರಣೆ :
ଅପରାଧୀ ଶବକୁ ଘର ଭିତରେ ହିଁ ସମାଧି ଦେଇଥିଲା
ಸಮಾನಾರ್ಥಕ : ସମାଧି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସେହି ଚଉତରା ଯାହା ଖାଲ ଉପରେ ତିଆରି ହୋଇଥାଏ, ଯେଉଁଥିରେ ମୁସଲ୍ମାନ, ଖ୍ରୀଷ୍ଟିଆନଆଦିଙ୍କର ଶବ ଶୁଆଇ ରଖାଯାଇଥାଏ
ಉದಾಹರಣೆ :
ସେ ପ୍ରତିଦିନ ସଂଧ୍ୟାରେ ନିଜ ମାଆଙ୍କ କବର ଉପରେ ମହମବତୀ ଜାଳିଥାଏ
ಇತರ ಭಾಷೆಗಳಿಗೆ ಅನುವಾದ :
वह चबूतरा जो उस गड्ढे के ऊपर बनाया जाता है,जिसमें मुसलमान, ईसाइयों आदि का मुर्दा गड़ा रहता है।
वह प्रतिदिन शाम को अपनी माँ की कब्र पर मोमबत्ती जलाता है।