ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଏକବର୍ଣ୍ଣି ଗାଈ
ಉದಾಹರಣೆ : ତାଙ୍କର ଗୋଟିଏ କଳାରଙ୍ଗର କପିଳା ଅଛି
ಸಮಾನಾರ್ಥಕ : କପିଳା ଗାଈ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
एक ही रंग वाली गाय।
Female of domestic cattle:.
ಅರ್ಥ : ସମ୍ଭାଳୁର ମଞ୍ଜି
ಉದಾಹರಣೆ : କପିଳାର ବ୍ୟବହାର ଔଷଧରୂପେ ହୋଇଥାଏ
ಸಮಾನಾರ್ಥಕ : ରେଣୁକା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
सँभालू के बीज।
ಅರ್ಥ : ଏକ ନଦୀ
ಉದಾಹರಣೆ : ସେ କପିଳାରେ ସ୍ନାନ କରିବାକୁ ଯାଇଛି
ಸಮಾನಾರ್ಥಕ : କପିଳା ନଦୀ
एक नदी।
A large natural stream of water (larger than a creek).
ಅರ್ಥ : ଏକ ପ୍ରକାର ଜୋକ
ಉದಾಹರಣೆ : କପିଳା ଜୋକ ଉପରେ ଲୁଣ ଛିଞ୍ଚିଲେ ସେ ମରିଯାଏ
ಸಮಾನಾರ್ಥಕ : କପିଳା ଜୋକ
एक प्रकार की जोंक।
ಅರ್ಥ : ଜଣେ ପୌରାଣିକ ମହିଳା
ಉದಾಹರಣೆ : କପିଳା ଦକ୍ଷ ପ୍ରଜାପତିଙ୍କ କନ୍ୟା ଥିଲେ
एक पौराणिक महिला।
An imaginary being of myth or fable.
ಸ್ಥಾಪನೆ