ಅರ್ಥ : ଛୋଟ ଲାଞ୍ଜଥିବା ବା ନଥିବା ପ୍ରାଇମେଟ ଯାହା ମାଙ୍କଡ଼ ପରି
ಉದಾಹರಣೆ :
କପି ଏବଂ ମାଙ୍କଡ଼ ଦୁଇଟି ଅଲଗା ଜାତିର ଅଟନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
Any placental mammal of the order Primates. Has good eyesight and flexible hands and feet.
primateಅರ್ಥ : କୌଣସି ଶବ୍ଦ, ବାକ୍ୟ, ଲେଖା ଆଦିକୁ ଦେଖି ସେଗୁଡ଼ିକୁ ଆକ୍ଷରିକଭାବେ ଲେଖିବାର ପ୍ରକ୍ରିୟା
ಉದಾಹರಣೆ :
ଶିକ୍ଷକ ଦୁଇଜଣ ପରୀକ୍ଷାର୍ଥୀଙ୍କୁ କପି କଲାବେଳେ ଧରିଲେ
ಸಮಾನಾರ್ಥಕ : ନକଲ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁ କାଗଜ ଉପରେ କୌଣସି ଲେଖା ବା ବିବରଣ ଉତୁରା ଯାଇଥାଏ
ಉದಾಹರಣೆ :
ବୋର୍ଡ଼ ପରୀକ୍ଷାରେ ନକଲ କରିବାପାଇଁ ପିଲାମାନେ କପି ତିଆରି କରୁଛନ୍ତି
ಸಮಾನಾರ್ಥಕ : ନକଲ
ಇತರ ಭಾಷೆಗಳಿಗೆ ಅನುವಾದ :