ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ମୁଣ୍ଡର ଉପର ଓ ସାମ୍ନା ଭାଗ
ಉದಾಹರಣೆ : ରାମର କପାଳ ତେଜରେ ଝଲକୁଛି
ಸಮಾನಾರ್ಥಕ : ଭାଲ, ମଥା, ଲଲାଟ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
सिर का ऊपरी और सामने वाला भाग।
The part of the face above the eyes.
ಅರ್ಥ : ଯେଉଁ ପାତ୍ରରେ ଯଜ୍ଞର ପୁରୋଡ଼ାଶ ପକାଯାଏ
ಉದಾಹರಣೆ : ପଣ୍ଡିତେ କପାଳରେ ପୁରୋଡ଼ାଶ ପକାଉଛନ୍ତି
वह पात्र जिसमें यज्ञ का पुरोडाश पकाया जाता है।
Cooking utensil consisting of a wide metal vessel.
ಅರ್ಥ : ମୁଣ୍ଡର ହାଡ଼
ಉದಾಹರಣೆ : ବସ୍ ଦୁର୍ଘଟଣାରେ ତାର କପାଳ କ୍ଷତ ବିକ୍ଷତ ହୋଇଗଲା
ಸಮಾನಾರ್ಥಕ : କରୋଟ, ଖପୁରି
सिर की हड्डी।
The bony skeleton of the head of vertebrates.
ಸ್ಥಾಪನೆ