ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଛେଦ କରିବା କ୍ରିୟା
ಉದಾಹರಣೆ : ଗହଣା ପିନ୍ଧିବା ପାଇଁ ମହିଳାମାନେ ନାକ ଓ କାନ ଛେଦନ କରନ୍ତି
ಸಮಾನಾರ್ಥಕ : ଛିଦ୍ର, ଛେଦନ, ଫୋଡ଼, ବେଧନ, ରନ୍ଧ୍ର
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
छेद करने की क्रिया।
Something that people do or cause to happen.
ಅರ್ಥ : ଯେଉଁ ଲୋକର ଗୋଟିଏ ଆଖି ଖରାପ
ಉದಾಹರಣೆ : ଦୋକାନରେ ଦୁଇ କଣା ନିଜନିଜ ମଧ୍ୟରେ ଝଗଡ଼ା କରୁଥିଲେ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
वह आदमी जिसकी एक आँख खराब हो।
ಅರ್ಥ : କୌଣସି ଜିନିଷ ମଝିରେ ଥିବା ଖାଲି ଯାଗା
ಉದಾಹರಣೆ : ଜଳା ବାଟ ଦେଇ ସାପଟି ଘରେ ପ୍ରବେଶ କଲା
ಸಮಾನಾರ್ಥಕ : ଛିଦ୍ର, ଜଳା, ନଳା, ଫୋଡ଼, ବିନ୍ଧ, ରନ୍ଧ୍ର
किसी चीज़ के बीच में खाली जगह।
An opening into or through something.
ಅರ್ಥ : ଯାହାର ଗୋଟିଏ ଆଖି ଖରାପ ହୋଇଛି ବା ଗୋଟିଏ ଆଖିରେ ଦେଖାଯାଉନାହିଁ
ಉದಾಹರಣೆ : ବସନ୍ତ ରୋଗ ଯୋଗୁଁ ତା'ର ଗୋଟିଏ ଆଖି ଚାଲିଗଲା ଓ ସେ କଣା ହୋଇଗଲା
ಸಮಾನಾರ್ಥಕ : ଏକଆଖିଆ
जिसकी एक आँख खराब हो या एक आँख से दिखाई न दे।
Having or showing only one eye.
ಸ್ಥಾಪನೆ