ಅರ್ಥ : ପାହାଡ଼ିଆ ଅଞ୍ଚଳରେ ହେଉଥିବା ଏକ ଘାସ
ಉದಾಹರಣೆ :
କଙ୍ଗନା ଘାସ ବଳଦ,ଘୋଡ଼ା ଆଦି ବଡ଼ ଆଗ୍ରହରେ ଖାଆନ୍ତି
ಸಮಾನಾರ್ಥಕ : କଂଗନା, କଂଗନା ଘାସ, କଙ୍ଗନା ଘାସ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଏକ ପ୍ରକାରର ଗୀତ
ಉದಾಹರಣೆ :
କଙ୍କଣ ବାନ୍ଧିବା ସମୟରେ କଙ୍ଗନା ଗୀତ ଗାନ କରାଯାଏ
ಸಮಾನಾರ್ಥಕ : କଂଗନା, କଂଗନା ଗୀତ, କଙ୍ଗନା ଗୀତ
ಇತರ ಭಾಷೆಗಳಿಗೆ ಅನುವಾದ :