ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ସ୍ତ୍ରୀଲୋକଙ୍କର ଘୋଡ଼ିହେବା ବସ୍ତ୍ର ବା ଚାଦର
ಉದಾಹರಣೆ : ଶ୍ୱଶୁରାଳୟକୁ ଯିବା ସମୟରେ ସେ ଲାଲ ଓଢ଼ଣୀ ଘୋଡ଼ିହୋଇଥିଲା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
स्त्रियों के ओढ़ने का वस्त्र या चादर।
ಅರ್ಥ : ସ୍ତ୍ରୀମାନଙ୍କର ପିନ୍ଧିବା ବା ଢାଙ୍କିହେବାର ବସ୍ତ୍ର
ಉದಾಹರಣೆ : ତାର ଲାଲ ଓଢ଼ଣୀ ପବନରେ ତରଙ୍ଗାୟିତ ହେବା ନଜରରେ ପଡ଼ିଲା
ಸಮಾನಾರ್ಥಕ : ଆସ୍ତରଣ, ଉପରାଣ, ଖଣ୍ଡୁଆ
स्त्रियों के पहनने या ओढ़ने का कपड़ा।
ಅರ್ಥ : ଉପର ଆଡ଼ୁ ଶରୀରକୁ ଢାଙ୍କିରଖୁଥିବା ଲୁଗା
ಉದಾಹರಣೆ : ଠାଏ ଠାଏ ଫାଟିଯାଇଥିବା ଉତ୍ତରୀ ତା ନିର୍ଦ୍ଧନତାକୁ ପ୍ରମାଣିତ କରେ
ಸಮಾನಾರ್ಥಕ : ଉତ୍ତରୀ
ऊपर से शरीर ढाँकने का एक कपड़ा।
ಸ್ಥಾಪನೆ