ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ମୁହଁ ଲୁଚାଇବାପାଇଁ ତା ଉପରେ ପକାଯାଉଥିବା ଲୁଗା
ಉದಾಹರಣೆ : ଆତଙ୍କବାଦୀ ମୁଖା ଲଗାଇଥିଲେ
ಸಮಾನಾರ್ಥಕ : ମୁଖବନ୍ଧା, ମୁଖା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
चेहरा छिपाने के लिए उस पर डाला हुआ कपड़ा।
A covering to disguise or conceal the face.
ಅರ್ಥ : ଲଜ୍ଜାଶୀଳା ସ୍ତ୍ରୀଲୋକମାନେ ଶାଢ଼ୀ, ଓଢ଼ଣୀ ବା ଚାଦରର ଯେଉଁ ଭାଗ ମୁଣ୍ଡ ଉପରେ ମୁହଁ ପର୍ଯ୍ୟନ୍ତ ଝୁଲାଇ ରଖନ୍ତି
ಉದಾಹರಣೆ : ନିଜ ଶ୍ୱଶୁରଙ୍କୁ ଦେଖିଲାମାତ୍ରେ ସେ ମୁହଁ ଉପରେ ଓଢ଼ଣା ଟାଣିଦେଲା
ಸಮಾನಾರ್ಥಕ : ଅବଗୁଣ୍ଠନ
साड़ी, ओढ़नी या चादर का वह भाग जिसे लज्जाशील स्त्रियाँ सिर के ऊपर से मुख पर झुलाए रहती हैं।
A garment that covers the head and face.
ಅರ್ಥ : ଓଢ଼ଣୀ ସାହାଯ୍ୟରେ ମୁଣ୍ଡ ଉପରୁ ଆରମ୍ଭ କରି ମୁହଁ ଢାଙ୍କିବା କ୍ରିୟା
ಉದಾಹರಣೆ : ଗାଁ ମାନଙ୍କରେ ଆଜିବି ଓଢ଼ଣାର ପ୍ରଚଳନ ଅଛି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
पल्लू को सिर के ऊपर से लेकर मुख ढकने की क्रिया।
ಸ್ಥಾಪನೆ