ಅರ್ಥ : କୌଣସି ଦ୍ରବ୍ୟରେ ଅନ୍ୟ କିଛି ଜିନିଷ ମିଶିବା
ಉದಾಹರಣೆ :
ତେଲ ପାଣିରେ କେବେ ବି ମିଶେ ନାହିଁ
ಸಮಾನಾರ್ಥಕ : ଏକ ହେବା, ମିଶିବା, ମିଶ୍ରିତ ହେବା, ସମିଶ୍ରିତ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସାର୍ବଜନିକ ଉଦ୍ଦେଶ୍ୟ ବା କାର୍ଯ୍ୟପାଇଁ ମିଶିବା
ಉದಾಹರಣೆ :
ଦେଶର ଉନ୍ନତିପାଇଁ ଆମେ ସବୁ ମିଶିଲୁ
ಸಮಾನಾರ್ಥಕ : ଏକତ୍ରିତ ହେବା, ଏକହେବା, ଭେଟିବା, ମିଳିବା, ମିଶିବା, ସଂଘବଦ୍ଧ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
सार्वजनिक उद्देश्य या कार्य के लिए मिलना।
देश की उन्नति के लिए हम सभी मिलें।ಅರ್ಥ : କୌଣସି ଏକ ସ୍ଥାନରେ ଏକତ୍ରିତ ହେବା
ಉದಾಹರಣೆ :
ସବୁ ପିଲା ପଡ଼ିଆରେ ରୁଣ୍ଡ ହେଉଛନ୍ତି ଖାଲରେ ପାଣି ଜମିଛି
ಸಮಾನಾರ್ಥಕ : ଏକତ୍ରିତ ହେବା, ଜମିବା, ରୁଣ୍ଡହେବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी एक जगह पर इकट्ठा होना।
सभी बच्चे मैदान में इकट्ठे हो रहे हैं।Collect or gather.
Journals are accumulating in my office.