ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଯେଉଁଥିରେ ଗୋଟିଏ ମୁଁହ ବା ଛିଦ୍ର ଅଛି
ಉದಾಹರಣೆ : ଏକମୁଖୀ ରୁଦ୍ରାକ୍ଷର ବହୁତ ମହିମା ବର୍ଣ୍ଣନା କରାଯାଇଛି
ಸಮಾನಾರ್ಥಕ : ଏକମୁହାଁ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
जिसमें एक मुख या छिद्र हो।
ಅರ್ಥ : ଯାହାର ଗୋଟିଏ ମୁଖ ବା ମୁଁହ ଅଛି
ಉದಾಹರಣೆ : ଏହି ମନ୍ଦିରରେ ଭଗବାନ୍ ଦତାତ୍ରେୟଙ୍କର ଏକମୁଖୀ ମୂର୍ତ୍ତି ସ୍ଥାପିତ ହୋଇଛି
ಸಮಾನಾರ್ಥಕ : ଏକମୁଁହା
जिसका एक मुख या मुँह हो।
ಸ್ಥಾಪನೆ