ಅರ್ಥ : ଉଡ଼ାଜାହାଜରେ ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ ଅବଧି ଯାତ୍ରା
ಉದಾಹರಣೆ :
ସେ ଦୁଇଟାବେଳ ବିମାନରେ ଆସୁଛି ପାଗ ଖରାପଥିବାରୁ ଉଡ଼ାଣ ସମୟରେ ପରିବର୍ତ୍ତନ ହୋଇଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବେଙ୍ଗଳାପକା ହୋଇଥିବା ଶସ୍ୟକୁ ପବନରେ ଉଡ଼ାଇବା କ୍ରିୟା ବା ଭାବ ଯେଉଁଥିରେ ଚଷୁ ଅଲଗା ହୋଇଯାଏ
ಉದಾಹರಣೆ :
ଉଡ଼ାଣ ପରେ ସେ ଧାନକୁ ଅମାରରେ ରଖିଲେ
ಇತರ ಭಾಷೆಗಳಿಗೆ ಅನುವಾದ :