ಅರ್ಥ : ଅନ୍ୟ ପ୍ରଦତ୍ତ ଖାଦ୍ୟ ଖାଇ ଜୀବନନିର୍ବାହ କରୁଥିବା ବ୍ୟକ୍ତି
ಉದಾಹರಣೆ :
ସେଠ୍ ମୋହନଦାସ ପ୍ରତିଦିନ କେତେକ ଉପୁରିଖିଆଙ୍କୁ ଭୋଜନ ଦେଉଛନ୍ତି
ಸಮಾನಾರ್ಥಕ : ଅଇଣ୍ଠାଖିଆ, ପରଭୋଜୀ, ମାଗିଖିଆ
ಇತರ ಭಾಷೆಗಳಿಗೆ ಅನುವಾದ :
दूसरे का दिया खाकर निर्वाह करने वाला व्यक्ति।
सेठ मनोहरदास प्रतिदिन कई टुकड़तोड़ों को भोजन देते हैं।