ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଯାହା ଅର୍ଜନ କରାଯାଇଛି ବା ଉପାର୍ଜନ କରାଯାଇଛି
ಉದಾಹರಣೆ : ଏ ସବୁ ସମ୍ପତ୍ତି ମୁଁ ନିଜେ ଅର୍ଜନ କରିଛି, କାହାର ଦିଆ ହୋଇଥିବା ନୁହେଁ
ಸಮಾನಾರ್ಥಕ : ଅର୍ଜିତ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
जिसे अर्जित किया गया हो या कमाया गया हो।
ಅರ್ಥ : ଯେ କୌଣସି ପ୍ରକାରେ ନିଜ ଅଧିକାରକୁ ଆସିଛି ବା ଅଣା ଯାଇଛି
ಉದಾಹರಣೆ : ସେ ନିଜ ପିତାଙ୍କଦ୍ୱାରା ପ୍ରାପ୍ତ ଧନକୁ ଗରିବମାନଙ୍କ ମଧ୍ୟରେ ବାଣ୍ଟିଦେଲେ
ಸಮಾನಾರ್ಥಕ : ପ୍ରାପ୍ତ, ମିଳିଥିବା, ହସ୍ତଗତ, ହାସଲ
जो किसी प्रकार अपने अधिकार में आया या लाया गया हो।
ಸ್ಥಾಪನೆ