ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଯେ ବର୍ତ୍ତମାନ ଅସ୍ତିତ୍ୱରେ ଅଛି ବା ଯାହାର ଅସ୍ତିତ୍ୱ ଥାଏ
ಉದಾಹರಣೆ : ବିଦ୍ୟମାନ ସମସ୍ୟାଗୁଡ଼ିକର ସମାଧାନ ବିନା କିଛି ବି ହୋଇ ପାରିବ ନାହିଁ
ಸಮಾನಾರ್ಥಕ : ବିଦ୍ୟମାନ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
जो अभी अस्तित्व में हो या जिसका अस्तित्व हो।
Presently existing.
ಅರ್ಥ : ପାଖ ବା ସମ୍ମୁଖସ୍ଥ
ಉದಾಹರಣೆ : ଆଜି ଶ୍ରେଣୀର ଉପସ୍ଥିତ ଛାତ୍ର ସଂଖ୍ୟା କମ୍ ଥିଲା
ಸಮಾನಾರ್ಥಕ : ବିଦ୍ୟମାନ, ହାଜିର
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
जो किसी विशेष समय में किसी स्थान विशेष पर हो।
ಅರ್ಥ : ଯେ ଏହି ସମୟରେ ଆସି ଉପସ୍ଥିତ ହୋଇଛି
ಉದಾಹರಣೆ : ସମାଗତ ସମସ୍ୟାର ସମାଧାନ ଶୀଘ୍ର ରୁ ଶୀଘ୍ର ହେବା ଉଚିତ୍
ಸಮಾನಾರ್ಥಕ : ସମାଗତ
जो इस समय आकर उपस्थित हुआ हो।
ಸ್ಥಾಪನೆ