ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଉଦ୍ଧୃତ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଉଦ୍ଧୃତ   ବିଶେଷଣ

ಅರ್ಥ : ପ୍ରସଙ୍ଗାନୁସାରେ ଯାହାର ଉଲ୍ଲେଖ,ଚର୍ଚ୍ଚା ବା ଉଦ୍ଧୃତ କରାଯାଇଛି ଅଥବା ଯାହା ଆଡ଼କୁ ନିର୍ଦ୍ଦେଶ ବା ସଙ୍କେତ କରାଯାଇଛି

ಉದಾಹರಣೆ : ଉଦ୍ଧୃତ ପଂକ୍ତିଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ

ಸಮಾನಾರ್ಥಕ : ଉତ୍ତୋଳିତ


ಇತರ ಭಾಷೆಗಳಿಗೆ ಅನುವಾದ :

प्रसंगवश जिसका उल्लेख, चर्चा अथवा उद्धरण किया गया हो या जिसकी ओर निर्देष अथवा संकेत किया गया हो।

अभिदिष्ट पंक्तियों पर ध्यान दीजिएगा।
अभिदिष्ट, अभिनिर्दिष्ट

ಅರ್ಥ : ଉଦ୍ଧାର କରାହୋଇଥିବା

ಉದಾಹರಣೆ : ଉଦ୍ଧୃତ ବ୍ୟକ୍ତି ଏବେ ଗାଁରେ ଶାନ୍ତିପୂର୍ବକ ଜୀବନ ଅତିବାହିତ କରୁଛନ୍ତି


ಇತರ ಭಾಷೆಗಳಿಗೆ ಅನುವಾದ :

उद्धार किया हुआ।

अनुद्धृत व्यक्ति अब गाँव में शांतिपूर्वक जीवन व्यतीत कर रहा है।
अनुद्धृत

ಅರ್ಥ : ଅନ୍ୟ କୌଣସି ସ୍ଥାନରୁ କିଛି ଅଂଶ ଉଦ୍ଧରଣ ରୂପରେ ନିଆଯାଇଥିବା (ଲେଖ ବା ବଚନ)

ಉದಾಹರಣೆ : ଏହା ରାମାୟଣରୁ ଉଦ୍ଧୃତ ପଂକ୍ତି

ಸಮಾನಾರ್ಥಕ : ଅବତରିତ


ಇತರ ಭಾಷೆಗಳಿಗೆ ಅನುವಾದ :

किसी दूसरे स्थान से कोई अंश उद्धरण के रूप में लिया हुआ।(लेख या वचन)।

यह रामायण से उद्धृत पंक्तियाँ हैं।
अवतरित, उद्धृत