ಅರ್ಥ : ଦେବାଦେବୀଙ୍କ ଉପରେ ସମର୍ପଣ କରାଯାଉଥିବା ସାମଗ୍ରୀ
ಉದಾಹರಣೆ :
ତିରୁପତି ମନ୍ଦିରରେ ସବୁଠାରୁ ଅଧିକ ଉତ୍ସର୍ଗ କରାଯାଉଛି
ಇತರ ಭಾಷೆಗಳಿಗೆ ಅನುವಾದ :
The offerings of the congregation at a religious service.
offertoryಅರ್ಥ : ବଳି ଦେବା କାର୍ଯ୍ୟ
ಉದಾಹರಣೆ :
ସେ ମନ୍ଦିରରେ ଛେଳି ବଳି ଦେଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାହାରି ମଙ୍ଗଳ କାମନାକରି ଧନ ବା କୌଣସି ବସ୍ତୁ ତାହାର ମୁଣ୍ଡରେ ବୁଲାଇ ଦାନ କରିବା ବା କେଉଁଠି ରଖି ଆସିବାର ପ୍ରକ୍ରିୟା
ಉದಾಹರಣೆ :
ଅମନ ଲଣ୍ଡା ହେବାପରେ ତା ଜେଜେ ହଜାରେ ଟଙ୍କା ଉତ୍ସର୍ଗ କଲେ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ନିଜ ଅଧିକାର କିମ୍ବା ସତ୍ତ୍ୱକୁ ସଂମ୍ପୂର୍ଣ୍ଣ ଭାବେ ଛାଡ଼ିବାର କ୍ରିୟା
ಉದಾಹರಣೆ :
ରାଜାଙ୍କ ପଦ ପରିତ୍ୟାଗରେ ପ୍ରଜା ବହୁତ ଦୁଃଖୀ ଥିଲେ
ಸಮಾನಾರ್ಥಕ : ତ୍ୟାଗ, ପରିତ୍ୟାଗ, ପରିବର୍ଜନ
ಇತರ ಭಾಷೆಗಳಿಗೆ ಅನುವಾದ :
The act of renouncing. Sacrificing or giving up or surrendering (a possession or right or title or privilege etc.).
forgoing, forswearing, renunciation