ಅರ್ಥ : ଦିଆ ଯାଇଥିବା ସଂଖ୍ୟାକୁ ବିଭାଜିତ କରୁଥିବା ସଂଖ୍ୟା
ಉದಾಹರಣೆ :
ଦୁଇ, ତିନି, ଚାରି ଏବଂ ଛଅ ଏସବୁ ବାରର ଗୁଣନୀୟକ
ಸಮಾನಾರ್ಥಕ : ଗୁଣନୀୟକ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେ ଉତ୍ପାଦନ କରେ
ಉದಾಹರಣೆ :
ଭାରତ ଅଗ୍ରଣୀ ଶସ୍ୟ ଉତ୍ପାଦନକାରୀ ଦେଶମାନଙ୍କ ତାଲିକାରେ ଅଛି
ಸಮಾನಾರ್ಥಕ : ଉତ୍ପାଦନ କର୍ତ୍ତା, ଉତ୍ପାଦନକାରୀ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେ ଉତ୍ପାଦନ କରେ
ಉದಾಹರಣೆ :
ଭାରତ ଏକ ଶସ୍ୟ ଉତ୍ପାଦକ ଦେଶ
ಇತರ ಭಾಷೆಗಳಿಗೆ ಅನುವಾದ :
Producing or capable of producing (especially abundantly).
Productive farmland.