ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଉତ୍ତରଜୀବୀ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଉତ୍ତରଜୀବୀ   ବିଶେଷ୍ୟ

ಅರ್ಥ : ମୃତବ୍ୟକ୍ତିଙ୍କ ପରେ ତାଙ୍କସହ କୌଣସି ଭାବରେ ସମ୍ବନ୍ଧ ସ୍ଥାପନ କରୁଥିବା ଜୀବିତ ବ୍ୟକ୍ତି

ಉದಾಹರಣೆ : ମୃତକଙ୍କ ଉତ୍ତରଜୀବୀମାନଙ୍କୁ ଏବେ ପର୍ଯ୍ୟନ୍ତ ଠାବ କରାଯାଇ ପାରିନାହିଁ


ಇತರ ಭಾಷೆಗಳಿಗೆ ಅನುವಾದ :

किसी भी प्रकार से संबंधित होने वाले की मृत्यु के बाद भी जीनेवाला व्यक्ति।

मृतक के उत्तरजीवियों की पहचान अभी तक नहीं हो पाई है।
उत्तरजीवक, उत्तरजीवी

One who outlives another.

He left his farm to his survivors.
survivor

ଉତ୍ତରଜୀବୀ   ବିଶେଷଣ

ಅರ್ಥ : କାହାରି ମୃତ୍ୟୁ ବା ସମାପ୍ତି ପରେ ବି ତା ସହିତ କୌଣସି ପ୍ରକାରେ ସମ୍ବନ୍ଧିତ ହୋଇଥିବା ଜୀବନ୍ତ ବ୍ୟକ୍ତି

ಉದಾಹರಣೆ : ପିତାଙ୍କ ମୃତ୍ୟୁ ପରେ ତାଙ୍କର ଉତ୍ତରଜୀବୀ ପିଲାମାନେ ଅନାଥ ହୋଇଗଲେ