ಅರ್ಥ : କର୍କଶ କୁହା ଲୋକ
ಉದಾಹರಣೆ :
କାହାର କର୍କଶ ସ୍ବର ଅନ୍ୟକୁ ଭଲ ଲାଗେ ନାହିଁ
ಸಮಾನಾರ್ಥಕ : କର୍କଶ ସ୍ବର, କାଉକଣ୍ଠିଆ, ଚଢାଗଳା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସଙ୍ଗୀତରେ ସ୍ଥାୟୀ ବା ପ୍ରଥମ ପଦ ଗାଇବାପରେ ପୁଣି ସେହିପଦ ବା ତାହାର କିଛି ଅଂଶ ଅପେକ୍ଷାକୃତ ଉଚ୍ଚ ସ୍ବରରେ ଗାଇବାର ପ୍ରକ୍ରିୟା
ಉದಾಹರಣೆ :
ଗାୟକଙ୍କ ଆରୋହ ସମୟରେ ସମସ୍ତେ ତାଳି ମାରୁଥିଲେ
ಸಮಾನಾರ್ಥಕ : ଆରୋହ
ಇತರ ಭಾಷೆಗಳಿಗೆ ಅನುವಾದ :
संगीत में, स्थायी या पहला पद गा चुकने पर फिर से वही पद अथवा उसका कुछ अंश अपेक्षाकृत ऊँचे स्वर में गाने की क्रिया।
गवैये की उछाल पर सभी ताली पीट रहे थे।