ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଆସ୍ଫାଳନ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଆସ୍ଫାଳନ   ବିଶେଷ୍ୟ

ಅರ್ಥ : କାହାରିକୁ ପଛକୁ ହଟାଇବା ନିମନ୍ତେ ଧକ୍କା ଦେବା, ଦାବିବା, ବା ମାରିବା କ୍ରିୟା

ಉದಾಹರಣೆ : ଧାଡିର ଗୋଟିଏ ପିଲା ଆସ୍ଫାଳନରେ ପ୍ରବୃତ୍ତ ଅଛି


ಇತರ ಭಾಷೆಗಳಿಗೆ ಅನುವಾದ :

किसी को पीछे हटाने के लिए ढकेलने, दबाने या मारने की क्रिया।

पंक्ति का एक बच्चा आस्फालन में प्रवृत्त है।
आस्फालन

ಅರ್ಥ : ନିଜର ପ୍ରଶଂସା ନିଜେ କରିବାର କ୍ରିୟା

ಉದಾಹರಣೆ : ବିଦ୍ୱାନ ଲୋକମାନେ ଆତ୍ମପ୍ରଶଂସା କରନ୍ତି ନାହିଁ

ಸಮಾನಾರ್ಥಕ : ଆତ୍ମପ୍ରଶଂସା, ଆତ୍ମଶ୍ଳାଘା, ଆତ୍ମସ୍ତୁତି


ಇತರ ಭಾಷೆಗಳಿಗೆ ಅನುವಾದ :

अपनी प्रशंसा स्वयं करने की क्रिया।

विद्वान लोग आत्मप्रशंसा नहीं करते।
आत्मप्रशंसा, आत्मश्लाघा, आत्मस्तुति, आस्फालन

Speaking of yourself in superlatives.

boast, boasting, jactitation, self-praise

ಅರ್ಥ : ଆଘାତ ଲାଗିଲେ ବା ରଗଡିଗଲେ ଉତ୍ପନ୍ନ ହେଉଥିବା ଶବ୍ଦ

ಉದಾಹರಣೆ : ଆଘାତ ଶବ୍ଦ ଶୁଣି ମା ଭିତରକୁ ଚାଲି ଆସିଲେ

ಸಮಾನಾರ್ಥಕ : ଆଘାତ ଶବ୍ଦ, ଆସ୍ଫୋଟ


ಇತರ ಭಾಷೆಗಳಿಗೆ ಅನುವಾದ :

ठोकर लगने या रगड़ से उत्पन्न शब्द।

आस्फोट सुनकर अम्मा भीतर चली आईं।
आस्फोट