ಅರ್ಥ : ଯାହାକୁ କେଉଁଠାରେ ଆଶ୍ରୟ ମିଳେ ନାହିଁ
ಉದಾಹರಣೆ :
ଏହି ସଂସ୍ଥା ଆଶ୍ରାହୀନ ଲୋକମାନଙ୍କୁ ଆଶ୍ରୟ ପ୍ରଦାନ କରିଥାଏ
ಸಮಾನಾರ್ಥಕ : ଅନାଶ୍ରିତ, ଆଶ୍ରାହୀନ, ନିରାଶ୍ରିତ, ନିରାଶ୍ରୟ
ಇತರ ಭಾಷೆಗಳಿಗೆ ಅನುವಾದ :
Poor enough to need help from others.
destitute, impoverished, indigent, necessitous, needy, poverty-strickenಅರ್ಥ : ବିନା ବାସ ଗୃହରେ ବା ଯାହାର ବାସଗୃହ ନାହିଁ
ಉದಾಹರಣೆ :
ସରଯୂ ନଦୀରେ ଆସିଥିବା ଭୀଷଣ ବଢ଼ି ହଜାରହଜାର ଲୋକଙ୍କୁ ବାସହୀନ କରିଦେଲା
ಸಮಾನಾರ್ಥಕ : ଅନିକେତ, ଆବାସହୀନ, ଗୃହବିହୀନ, ଗୃହହୀନ, ବାସହୀନ, ବେଘର
ಇತರ ಭಾಷೆಗಳಿಗೆ ಅನುವಾದ :
Physically or spiritually homeless or deprived of security.
Made a living out of shepherding dispossed people from one country to another.ಅರ್ಥ : ଯାହାର କେହି ପାଳନ-ପୋଷଣକାରୀ ନାହାନ୍ତି
ಉದಾಹರಣೆ :
ଶ୍ୟାମ ନିଜର ସାରା ଜୀବନ ଅନାଥ ଶିଶୁଙ୍କ ପାଳନପୋଷଣରେ ବିତାଇଦେଲା
ಸಮಾನಾರ್ಥಕ : ଅନାଥ, ଅସହାୟ, ଛେଉଁଣ୍ଡ, ପିତୃମାତୃହୀନ
ಇತರ ಭಾಷೆಗಳಿಗೆ ಅನುವಾದ :