ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ନିଜ ସେବା କରାଇବାପାଇଁ ଟଙ୍କା ଦେଇ କିଣା ଯାଇଥିବା ବ୍ୟକ୍ତି
ಉದಾಹರಣೆ : ପୂର୍ବକାଳରେ ଦାସମାନଙ୍କ କିଣାବିକା ହେଉଥିଲା
ಸಮಾನಾರ್ಥಕ : ଗୁଲାମ, ଦାସ, ସେବକ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
अपनी सेवा कराने के लिये मूल्य देकर खरीदा हुआ व्यक्ति।
A person who is owned by someone.
ಅರ್ಥ : ଅନ୍ୟର ସାହାରା ବା ଆଶ୍ରୟରେ ଠିଆ ହୋଇଥିବା ବା ଟେକି ହୋଇଥାଏ
ಉದಾಹರಣೆ : ନିର୍ଭରଶୀଳ ଗଛ ଅନ୍ୟ ଗଛ ଉପରେ ଆଶ୍ରିତ ହୋଇଥାନ୍ତି
ಸಮಾನಾರ್ಥಕ : ଅବଲମ୍ବିତ, ଅବଲମ୍ବୀ, ଆଧାରିତ, ନିର୍ଭରଶୀଳ
किसी के आधार, सहारे या आश्रय पर ठहरा या टिका हुआ।
Contingent on something else.
ಅರ್ಥ : ଯେ ଅନ୍ୟ ଉପରେ ଆଶ୍ରିତ
ಉದಾಹರಣೆ : ପ୍ରରାଶ୍ରିତ ଜୀବନ ବିତାଇବା ଉଚିତ୍ ନୁହେଁ
ಸಮಾನಾರ್ಥಕ : ଅବଲମ୍ବିତ, ପରାବଲମ୍ବୀ, ପରାଶ୍ରିତ, ପରାଶ୍ରୟୀ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
जो दूसरों पर अवलंबित हो।
ಸ್ಥಾಪನೆ