ಅರ್ಥ : ଘରଆଦି ତିଆରି କରିବା ସମୟରେ ତାହାର ମୂଳଭାଗ ଯାହା କାନ୍ଥର ଦୃଢତା ନିମନ୍ତେ ଜମି ଖୋଳି ଏବଂ ସେଥିରେ କାନ୍ଥର ଯୋଡ଼ାଇ ଆରମ୍ଭକରି ତିଆରି କରାଯାଏ
ಉದಾಹರಣೆ :
ନିଅଁ ମଜବୁତ୍ ରହିଲେ ବହୁତଳ ବିଶିଷ୍ଟ କୋଠା ତିଆରି କରାଯାଇପାରେ
ಸಮಾನಾರ್ಥಕ : ଆଧାର, ନିଅଁ, ମୂଳ, ମୂଳଦୁଆ
ಇತರ ಭಾಷೆಗಳಿಗೆ ಅನುವಾದ :
Lowest support of a structure.
It was built on a base of solid rock.ಅರ್ಥ : ଜୀବନ ନିର୍ବାହର ଆଧାର
ಉದಾಹರಣೆ :
ପିଲାମାନେ ବାର୍ଦ୍ଧକ୍ୟରେ ମା’-ବାପାଙ୍କର ସାହାରା ହୋଇଥାନ୍ତି
ಸಮಾನಾರ್ಥಕ : ଅବଲମ୍ବନ, ଆଶ୍ରା, ଆଶ୍ରୟ, ଆସରା, ଭରସା, ସାହାରା
ಇತರ ಭಾಷೆಗಳಿಗೆ ಅನುವಾದ :
The activity of providing for or maintaining by supplying with money or necessities.
His support kept the family together.