ಅರ್ಥ : ଶିଙ୍ଗ,ହାଡ଼,ଖୁରା,ବାଳ ଆଦିର ଜ୍ୱଳନରୁ ଅର୍କରୂପେ ବାହାର କରାଯାଉଥିବା ଏକ ପ୍ରକାର କଟୁ କ୍ଷାର ବା ଲୁଣ
ಉದಾಹರಣೆ :
ଚିକିତ୍ସାଶାସ୍ତ୍ର ଅନୁସାରେ ଆମୋନିଆ ଥଣ୍ଡା ଏବଂ ଯକୃତ,ପ୍ଳୀହା,ଜ୍ୱର,ବଥ,ମୁଣ୍ଡବଥା,କାଶ ଆଦିରେ ଉପକାରୀ ହୋଇଥାଏ
ಇತರ ಭಾಷೆಗಳಿಗೆ ಅನುವಾದ :
एक तीक्ष्ण झालदार क्षार या नमक जो सींग,हड्डी,खुर,बाल आदि के भभके से अर्क खींचकर निकाला जाता है।
वैद्यक के अनुसार नौसादर शीतल और यकृत,प्लीहा,ज्वर,अर्बुद,सिरदर्द,खाँसी आदि में उपकारी होता है।