ಅರ್ಥ : ନିୟମାନୁଯାୟୀ ଯାହା ନିଜର ନୁହେଁ ଏଭଳି କୌଣସି ସୁଖ ବା ସୁବିଧା ଭୋଗର ବିଶେଷଅଧିକାର
ಉದಾಹರಣೆ :
ଆଭୁକ୍ତି ପ୍ରାପ୍ତ ଭଡାଟିଆ ଆଜି ମଧ୍ୟ ମାତ୍ର ଶହେ ଟଙ୍କା ଭଡା ଦେଉଛନ୍ତି
ಸಮಾನಾರ್ಥಕ : ଆଭୁକ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ପଦ୍ୟ ମଝିରେ କବିଙ୍କ ନାମର ଉଲ୍ଲେଖ
ಉದಾಹರಣೆ :
ରୀତିଯୁଗୀୟ କବିମାନଙ୍କ ରଚନାରେ ଆଭୋଗ ଖୁବ ସାମାନ୍ୟ ଥିଲା
ಇತರ ಭಾಷೆಗಳಿಗೆ ಅನುವಾದ :
किसी पद्य के बीच में कवि के नाम का उल्लेख।
रीतिकालीन कवियों की रचनाओं में आभोग बहुत सामान्य था।