ಅರ್ಥ : କାହା କଥାର ଆଧାରକୁ ପ୍ରମାଣ ରୂପେ ଗ୍ରହଣ କରିବା
ಉದಾಹರಣೆ :
ମୌଖିକ ପ୍ରମାଣ ଆଧାରରେ ଅଧିବକ୍ତା ଅପରାଧ ପ୍ରମାଣ କରିଦେଲେ
ಸಮಾನಾರ್ಥಕ : ମୌଖିକ ପ୍ରମାଣ, ଶବ୍ଦ ପ୍ରମାଣ
ಇತರ ಭಾಷೆಗಳಿಗೆ ಅನುವಾದ :
ऐसा प्रमाण जिसका आधार किसी का कथन हो।
अधिवक्ता ने शब्दप्रमाणों के आधार पर अपराध सिद्ध कर दिया।