ಅರ್ಥ : ଓଲଟପାଲଟ କରିବା କାମ ବା ଭାବ
ಉದಾಹರಣೆ :
ହନୁମାନ ଲଙ୍କାକୁ ଓଲଟପାଲଟ କରିଦେଲେ
ಸಮಾನಾರ್ಥಕ : ଅସ୍ତବ୍ୟସ୍ତ, ଓଲଟପାଲଟ
ಇತರ ಭಾಷೆಗಳಿಗೆ ಅನುವಾದ :
A disturbance of the peace or of public order.
disorderಅರ್ಥ : ଠିକ ବା ଏକପ୍ରକାର ସ୍ଥିତିରେ ନ ରହି କେବେ ଏଠି ଓ କେବେ ସେଠି ହେବାର ଅବସ୍ଥା
ಉದಾಹರಣೆ :
କିଛି କାମଧନ୍ଦା ନ ଥିବାରୁ ରମେଶର ସ୍ଥିତି ଦ୍ୱିଧାପୂର୍ଣ୍ଣ ହୋଇଗଲାଣି
ಸಮಾನಾರ್ಥಕ : ଅସ୍ଥିର, ଚଞ୍ଚଳ, ଦ୍ୱିଧାପୂର୍ଣ୍ଣ
ಇತರ ಭಾಷೆಗಳಿಗೆ ಅನುವಾದ :