ಅರ್ಥ : ଯାହା ଆତ୍ମା ସହିତ ସମ୍ବନ୍ଧିତ
ಉದಾಹರಣೆ :
ଏହି ସମ୍ମିଳନୀରେ ଆତ୍ମ ବିଷୟକ କଥା ଉପରେ ଚର୍ଚ୍ଚା କରାଗଲା
ಸಮಾನಾರ್ಥಕ : ଆତ୍ମ ବିଷୟକ, ଆତ୍ମ-ସମ୍ବନ୍ଧୀ, ଆତ୍ମା ବିଷୟକ, ଆତ୍ମିକ, ଆଧ୍ୟାତ୍ତ୍ମ
ಅರ್ಥ : ବହୁତ ନିକଟର ବା ବହୁତ ପାଖରେ
ಉದಾಹರಣೆ :
ରାମ ମୋର ଘନିଷ୍ଠ ମିତ୍ର ରାମ ଏବଂ ଶ୍ୟାମଙ୍କ ମଧ୍ୟରେ ନିବିଡ଼ ମିତ୍ରତା ଅଛି
ಸಮಾನಾರ್ಥಕ : ଅନ୍ତରଙ୍ଗ, ଗାଢ଼, ଘନିଷ୍ଠ, ଦୃଢ଼, ନିବିଡ଼, ପ୍ରଗାଢ଼
ಇತರ ಭಾಷೆಗಳಿಗೆ ಅನುವಾದ :
Marked by close acquaintance, association, or familiarity.
Intimate friend.