ಅರ್ಥ : କୌଣସି କାମପାଇଁ ନିଜକୁ ବଳିଦାନ ଦେବାର ପ୍ରକ୍ରିୟା
ಉದಾಹರಣೆ :
ଭାରତକୁ ସ୍ୱାଧୀନ କରିବାପାଇଁ ଅନେକ ସଂଗ୍ରାମୀଙ୍କୁ ଆତ୍ମବଳୀ ଦେବାକୁ ପଡ଼ିଥିଲା
ಸಮಾನಾರ್ಥಕ : ଆତ୍ମବଳିଦାନ
ಇತರ ಭಾಷೆಗಳಿಗೆ ಅನುವಾದ :
किसी कार्य के लिए अपने आप को बलिदान कर देने की क्रिया।
भारत को स्वतंत्र कराने के लिए कई नेताओं को आत्मबलिदान देना पड़ा।Acting with less concern for yourself than for the success of the joint activity.
self-sacrifice, selflessnessಅರ್ಥ : ଜୀବନକୁ ବାଜି ଲଗାଇବାର ପ୍ରକ୍ରିୟା
ಉದಾಹರಣೆ :
ବାଜିରାଉତଙ୍କ ଆତ୍ମବଳି ଆମର ସର୍ବଦା ମନେ ରହିବ
ಸಮಾನಾರ್ಥಕ : ପ୍ରାଣବଳି
ಇತರ ಭಾಷೆಗಳಿಗೆ ಅನುವಾದ :
A quality of spirit that enables you to face danger or pain without showing fear.
braveness, bravery, courage, courageousnessಅರ್ಥ : କୌଣସି ଭଲକାମପାଇଁ କିମ୍ବା ଅନ୍ୟପାଇଁ ନିଜର ସୁଖ, ଲାଭ ଇତ୍ୟାଦି ଛାଡ଼ିବା କାର୍ଯ୍ୟ
ಉದಾಹರಣೆ :
ଦଧିଚୀ ଦେବ କଲ୍ୟାଣପାଇଁ ଆତ୍ମଦାନ କରି ମୃତ୍ୟୁକୁ ବରଣ କଲେ
ಸಮಾನಾರ್ಥಕ : ଆତ୍ମତ୍ୟାଗ, ଆତ୍ମଦାନ, ଆତ୍ମୋତ୍ସର୍ଗ
ಇತರ ಭಾಷೆಗಳಿಗೆ ಅನುವಾದ :
किसी अच्छे काम के लिए या दूसरों के लिए अपना सुख,लाभ आदि छोड़ने की क्रिया या भाव।
दधीचि ने देव कल्याण के लिए आत्मदान कर मौत को गले लगा लिया।Renunciation of your own interests in favor of the interests of others.
abnegation, denial, self-abnegation, self-denial, self-renunciationಅರ್ಥ : କୌଣସି ମହାନ ଉଦ୍ଦେଶ୍ୟରେ ପ୍ରାଣତ୍ୟାଗ କରିବା ପ୍ରକ୍ରିୟା
ಉದಾಹರಣೆ :
ଦେଶର ସ୍ୱାଧୀନତାପାଇଁ ବହୁତ ବୀର ପ୍ରାଣବଳି ଦେଇଥିଲେ
ಸಮಾನಾರ್ಥಕ : ଆତ୍ମବଳିଦାନ, ପ୍ରାଣତ୍ୟାଗ, ପ୍ରାଣବଳି
ಇತರ ಭಾಷೆಗಳಿಗೆ ಅನುವಾದ :
Acting with less concern for yourself than for the success of the joint activity.
self-sacrifice, selflessness