ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଅତି ପାଚୀନ ସମୟରେ ବା ପୂର୍ବ କାଳରେ
ಉದಾಹರಣೆ : ଆଗରୁ ଭାରତ ବିଶ୍ୱ ଶିକ୍ଷାର କେନ୍ଦ୍ର ଥିଲା
ಸಮಾನಾರ್ಥಕ : ପୂର୍ବରେ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
बहुत पुराने समय में या पूर्व काल में।
In the past.
ಅರ್ಥ : ବିତି ଯାଇଥିବା ସମୟରେ
ಉದಾಹರಣೆ : ଆଗରୁ ଘଟିଥିବା ଘଟଣାକୁ ମନେ ପକାଇ ସେ କାନ୍ଦିବାକୁ ଲାଗିଲେ
ಸಮಾನಾರ್ಥಕ : ପହିଲିରୁ, ପହିଲେ, ପୂର୍ବରୁ, ପ୍ରଥମରୁ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
बीते हुए समय में।
ಅರ್ಥ : ବିତି ଯାଇଥିବା ସମୟରୁ କିମ୍ବା ପ୍ରଥମରୁ
ಉದಾಹರಣೆ : ମୁଁ ତାକୁ ପ୍ରଥମରୁ ଜାଣିଛି
ಸಮಾನಾರ್ಥಕ : ଆଦ୍ୟରୁ, ପୂର୍ବରୁ, ପ୍ରଥମରୁ
बीते हुए समय से या पहले से।
ಸ್ಥಾಪನೆ