ಅರ್ಥ : ଆଘାତ କରିବା ଲାଗି କାହା ଉପରକୁ ଉହୁଙ୍କି ଆସିବାର କ୍ରିୟା
ಉದಾಹರಣೆ :
ସିଂହର ଆକ୍ରମଣରେ ଆହତ ବ୍ୟକ୍ତିକୁ ଡାକ୍ତରଖାନାରେ ପହଞ୍ଚାଇ ଦିଆଗଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାହାରି ଆଚରଣ,କାର୍ଯ୍ୟ, ବିଚାର ବା ସିଦ୍ଧାନ୍ତ ଉପରେ କରାଯାଉଥିବା ନିନ୍ଦାତ୍ମକ ଆକ୍ଷେପ
ಉದಾಹರಣೆ :
ଆଜିର ସଭାରେ ହୋଇଥିବା ଆକ୍ରମଣକୁ ସାମନା କରିବାରେ ସେ ଅସଫଳ ହେଲେ
ಸಮಾನಾರ್ಥಕ : ହମଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଆକ୍ରମଣ କରିବା ବା କାହା ବିରୁଦ୍ଧରେ କିଛି କାର୍ଯାନୁଷ୍ଠାନପାଇଁ ସୁଯୋଗ ଅପେକ୍ଷାରେ ରହିବା
ಉದಾಹರಣೆ :
ସୀମା ଉପରେ ଶତ୍ରୁ ଆକ୍ରମଣ କରିବାପାଇଁ ଅପେକ୍ଷା କରିଛି
ಇತರ ಭಾಷೆಗಳಿಗೆ ಅನುವಾದ :
The act of concealing yourself and lying in wait to attack by surprise.
ambuscade, ambush, lying in wait, trapಅರ್ಥ : ବଳପୂର୍ବକ ସୀମା ଉଲ୍ଲଙ୍ଘନ କରି ଅନ୍ୟ କାହାର ଅଞ୍ଚଳରେ ପ୍ରବେଶ କରିଯିବାର ପ୍ରକ୍ରିୟା
ಉದಾಹರಣೆ :
ଶତ୍ରୁ ସେନାମାନେ ସୀମାରେ ଆକ୍ରମଣ କରିଦେଇଛନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
बलपूर्वक सीमा का उल्लंघन करके दूसरे के क्षेत्र में जाने की क्रिया।
हमें शत्रु की सेना के आक्रमण को सीमा पर ही रोकना होगा।