ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : କମ ଅନ୍ଧାର ହେବାର ଅବସ୍ଥା ବା ଭାବ
ಉದಾಹರಣೆ : ସଂଧ୍ୟାର ଅସ୍ପଷ୍ଟତାରେ ଚୋର ଘର ଭିତରକୁ ପଶିଗଲା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
कम अँधेरा होने की अवस्था या भाव।
ಅರ್ಥ : ଅସ୍ପଷ୍ଟ ହେବା ଅବସ୍ଥା ବା ଭାବ
ಉದಾಹರಣೆ : କୁହୁଡ଼ି କାରଣରୁ ଏଠରେ ଅସ୍ପଷ୍ଟତା ଅଛି
ಸಮಾನಾರ್ಥಕ : ଜାଲୁଜାଲିଆ, ଝାପସା, ଧୂଆଁଳିଆ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
अस्पष्ट होने की अवस्था या भाव।
Incomprehensibility as a result of not being clear.
ಅರ್ಥ : ଧୂଆଁଳିଆ ବା ଅସ୍ପଷ୍ଟ ହେବାର ଅବସ୍ଥା ବା ଭାବ
ಉದಾಹರಣೆ : ମୋତିଆବିନ୍ଦୁ କାରଣରୁ ଆଖିଗୁଡ଼ିକରେ ଅସ୍ପଷ୍ଟତା ଆସିଗଲା
धुँधला या अस्पष्ट होने की अवस्था या भाव।
ಸ್ಥಾಪನೆ